ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିପାରେ ଦୀପାବଳି ଭେଟି: ବଢିବ EPFO… ନୂଆଦିଲ୍ଲୀ,୧୩।୧: ଏଥର ଦୀପାବଳିରେ ପ୍ରାଇଭେଟ୍ କର୍ମଚାରୀମାନେ କିଛି ଭଲ ଖବର ପାଇବେ ବୋଲି ଆଶା କରାଯାଉଛି। କର୍ମଚାରୀଙ୍କ ଉନ୍ନତି ପାଇଁ ପରିଚାଳିତ କର୍ମଚାରୀ ପେନସନ ଯୋଜନା ଅଧୀନରେ ସର୍ବନିମ୍ନ ପେନସନ ପରିମାଣ ବୃଦ୍ଧି କରିପାରେ ବୋଲି କୁହାଯାଉଛି। EPFOର କେନ୍ଦ୍ରୀୟ...