Tag Archives: employee

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ ଏକ ବିଶାଳ ଜଳପ୍ରବାହ ରସୁୱା ଏବଂ ନୁୱାକୋଟ ଜିଲାରେ ବିପର୍ଯ୍ୟୟ ସୃଷ୍ଟି କରିଛି…

ସରକାରୀ କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ସବୁ କର୍ମଚାରୀ ରହିବେ…

ନୂଆଦିଲ୍ଲୀ,୨୦ା୮: ସାରା ଦେଶରେ ସରକାରୀ ବିଭାଗ, ସ୍କୁଲ ଏବଂ ହସ୍ପିଟାଲର କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ସେମାନେ ସମସ୍ତେ ଶ୍ରମ ଆଇନର ପରିସର ମଧ୍ୟରେ ରହିବେ। -୯ ଜଣଙ୍କ ମଧ୍ୟରୁ ୬ ଜଣ ବିଚାରପତି ଏଥିରେ ସହମତ ହୋଇଛନ୍ତି। ଯାହାକି…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ ଫୋନ୍‌ କଲ ପାଇଥିଲେ। ସେ ଭାବିଥିଲେ ଏହା ଏକ ସାଧାରଣ କଲ୍‌, କିନ୍ତୁ…

ଆସିଲା ଖୁସି ଖବର, ବଢିଲା କର୍ମଚାରୀଙ୍କ ଦରମା! ଜାଣନ୍ତୁ କାହାକୁ ମିଳିବ…

ନୋଏଡା,୧୪।୪: ନୋଏଡା ଏବଂ ଗାଜିଆବାଦର ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଖବର, ଯେଉଁମାନେ ଦରମା ଏବଂ ସୁବିଧା ପାଇଁ ପ୍ରତିବାଦ କରୁଛନ୍ତି। ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ମଜୁରୀ ବୃଦ୍ଧି ଘୋଷଣା କରିଛି। ନୂତନ ମଜୁରୀ ହାର ଏପ୍ରିଲ ୧ ତାରିଖରୁ…

୨୦୪୦ ଯାଏ ବଢ଼ିବ ଭାରତର କର୍ମଜୀବୀ ଜନସଂଖ୍ୟା, ପ୍ରକାଶ ପାଇଲା ରିପୋର୍ଟ

ମାନିଲା, ୪।୮: ଆସନ୍ତା ୨୦୪୦ ଯାଏ ଭାରତର କର୍ମଜୀବୀ ଜନସଂଖ୍ୟାରେ ବୃଦ୍ଧି ଘଟିବ। ସେହିପରି ୨୦୫୦ ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ ବୋଲି ସଦ୍ୟ ପ୍ରକାଶିତ ଏସିଆନ୍‌ ଡେଭଲପ୍‌ମେଣ୍ଟାଲ ବ୍ୟାଙ୍କ(ଏଡିବି) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ ଜନଗଣନା…

ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ

ବଲାଙ୍ଗୀର,୩ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଠିକା କର୍ମଚାରୀମାନେ ବର୍ଦ୍ଧିତ ଦରମା ଦାବି ନେଇ ଶନିବାର ମ୍ୟୁନିସିପାଲିଟି ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ବଲାଙ୍ଗୀର ମ୍ୟୁନିସିପାଲିଟି କର୍ମଚାରୀଙ୍କ ବର୍ଦ୍ଧିତ…

ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ, ଛୁଟି ସହ କଟିବ…

ନୂଆଦିଲ୍ଲୀ,୨୨ା୬: ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ। କର୍ମଚାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଠିକ୍‌ ସମୟରେ ଅଫିସରେ ନ ପହଞ୍ଚିଲେ ଅଧାଦିନର ଛୁଟି କଟିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ସୂଚନାନୁସାରେ, କେନ୍ଦ୍ରର କାର୍ମିକ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri