ଇଣ୍ଡିଗୋ ପାଇଲଟଙ୍କ ଇମୋଶନାଲ ମେସେଜ ଭାଇରାଲ, ଏମିତି କ’ଣ କହିଲେ ଯେ ଘଣ୍ଟା ଘଣ୍ଟା ଧରି ଫସିଥିବା ଯାତ୍ରୀ ବି କଲେ ପ୍ରଶଂସା ନୂଆଦିଲ୍ଲୀ,୯।୧୨: ଇଣ୍ଡିଗୋ ବିମାନର ନିରନ୍ତର ବିଳମ୍ବ ଏବଂ ବାତିଲ ମଧ୍ୟରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଯାତ୍ରୀମାନଙ୍କ ହୃଦୟକୁ ସ୍ପର୍ଶ କରିଛି। ଭିଡିଓରେ ଇଣ୍ଡିଗୋ ପାଇଲଟ କ୍ୟାପ୍ଟେନ ପ୍ରଦୀପ କୃଷ୍ଣନ ବିମାନରେ ଠିଆ ହୋଇ ଯାତ୍ରୀମାନଙ୍କୁ ବିନମ୍ରତାର ସହିତ...