ଟ୍ରମ୍ପଙ୍କ ସହ ବନ୍ଧୁତା ଯୋଗୁ ବରବାଦ୍ ହେଉଛନ୍ତି ଏଲନ ମସ୍କ: ୯ ଲକ୍ଷ କୋଟି ଟଙ୍କା ସହିଲେଣି କ୍ଷତି ଓ୍ବାଶିଂଟନ୍,୧୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ନିକଟତମ ବନ୍ଧୁ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଆଜିକାଲି ତାଙ୍କ ବନ୍ଧୁଙ୍କ କାରଣରୁ ଚିନ୍ତାରେ ଅଛନ୍ତି। ଯେତେବେଳେ ବିଶ୍ୱ ଭାବୁଥିଲା ଯେ ଟ୍ରମ୍ପଙ୍କ ସହ ବନ୍ଧୁତାରୁ ମସ୍କ କେବଳ…