ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ବଢ଼ାଇବା ପାଇଁ ଦାବି, ଦୁଇଦିନ ଧରି ଚାଲିଛି ଶୁଣାଣି ଭୁବନେଶ୍ୱର,୧।୨: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ାଇବାପାଇଁ ବିଦ୍ୟୁତ୍ ଉତ୍ପାଦନକାରୀ, ବଣ୍ଟନକାରୀ କମ୍ପାନୀ ପକ୍ଷରୁ ଦାବି କରାଯିବା ପରିପ୍ରେକ୍ଷୀରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କଠାରେ ଗତଦୁଇଦିନ ଧରି ଶୁଣାଣି ଚାଲିଛି । ଗତକାଲିର ଶୁଣାଣି ସମୟରେ ଗ୍ରୀଡ୍କୋ ପକ୍ଷରୁ ଚଳିତବର୍ଷ ବିଦ୍ୟୁତ୍...