No 1 Electric Scooter: ରେଞ୍ଜ ମାମଲାରେ ସବୁଠୁ ଆଗରେ ଏହି ଇଲେକ୍ଟିକ୍ ସ୍କୁଟର, ଥରେ ଚାର୍ଜ କଲେ ଗଡ଼ିବ ୨୪୮ କିମି; ରହିଛି ଏଭଳି ଫିଚର୍ସ ନୂଆଦିଲ୍ଲୀ,୧୧।୨: ଯଦି ଆପଣ ନିଜ ପାଇଁ ଏକ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। କାରଣ ପୁରୁଣା ମୂଲ୍ୟରେ ଅପଗ୍ରେଡ୍ ସହିତ ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁଯୋଗ ମିଳୁଛି। ବେଙ୍ଗାଲୁରୁର ଇଲେକ୍ଟ୍ରିକ ଦୁଇଚକିଆ ଷ୍ଟାର୍ଟ-ଅପ…