ମରିଗଲା ମାନବିକତା; ବୃଦ୍ଧଙ୍କ ମୁଣ୍ଡକୁ ପିଟିଲେ, ବାଇକରେ ବାନ୍ଧି ୪-୫ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ… ଭୋପାଳ,୨୫ା୧: ମଧ୍ୟପ୍ରଦେଶର ରେୱା ଜିଲାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି ।ତିନି ଜଣ ଯୁବକ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବରେ ପିଟି ପିଟି ତାଙ୍କ ବାଇକ୍ ଉପରେ କିଛି କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ରକ୍ତାକ୍ତ ବୃଦ୍ଧ…