‘ଯଦି ଅଭିଯୋଗ ମିଥ୍ୟା, ତେବେ ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ’, ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଚ୍ୟାଲେଞ୍ଜ ନୂଆଦିଲ୍ଲୀ,୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର (୭ ଅଗଷ୍ଟ) ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଭୋଟ ଚୋରିର ଅଭିଯୋଗ ଆଣିଥିଲେ। ରାହୁଲ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମଧ୍ୟ ଗମ୍ଭୀର ଅଭିଯୋଗ…