PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା… ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା...