ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିନା ସୁଧରେ ମିଳିବ ଶିକ୍ଷା ଋଣ ପାଟନା,୧୬।୯: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହା ପୂର୍ବରୁ କେନ୍ଦ୍ର ଏବଂ ବିହାର ସରକାର ରାଜ୍ୟବାସୀଙ୍କ ଉପରେ ଉପହାର ବର୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର...