ଶିକ୍ଷିତ କିନ୍ତୁ ବେରୋଜଗାର: ଓଡ଼ିଶାଠୁ ଆଗରେ ଥିବା ରାଜ୍ୟମାନଙ୍କ ପାଇଁ ବଡ଼ ସମସ୍ୟା? ନୂଆଦିଲ୍ଲୀ,୧୩।୧୧: ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଭାରତର…