ବଢିଲା ଶିଖର ଧାଓ୍ବନଙ୍କ ଅଡ଼ୁଆ: ED ସମନ ଜାରି ନୂଆଦିଲ୍ଲୀ,୪।୯:ଭାରତୀୟ ଦଳର ପୂର୍ବତନ ଓପନର ଶିଖର ଧାଓ୍ବନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିଛି। ଏକ ବେଟିଂ ଆପ ପ୍ରମୋସନ ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ED ତାଙ୍କୁ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ତଦନ୍ତ ଧାୱନ...