ବିଜେଡି ନେତାଙ୍କ ଘରେ ED ରେଡ୍, ମନରେ ଛନକା… ବ୍ରହ୍ମପୁର,୧୬।୧(ସୁବାସ ଚନ୍ଦ୍ର ପାଢ଼ୀ): ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବଡ ଧରଣର ଚଢାଉ ଜାରି ରହିଛି । ୧୫ଜଣିଆ ଟିମ ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଏକ କାଳୀନ ଚଢାଉ ଜାରି…