ମାତ୍ର ୪ ଦିନରେ ଆଣ୍ଠେଇବ ପାକିସ୍ତାନ! ଶୁଖିଲା ଧମକ ଦେଉଥିବା Pak ପାଖରେ ନାହିଁ ଗୋଳାବାରୁଦ, ଆସିଲା ସାଂଘାତିକ… ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ଅବସ୍ଥା ଖରାପ ହେବାରେ ଲାଗିିଛି। ଭାରତକୁ ଚ୍ୟାଲେଞ୍ଜ କରୁଥିବା ପାକିସ୍ତାନ ବର୍ତ୍ତମାନ ଗୋଳାବାରୁଦର ଅଭାବର ସମ୍ମୁଖୀନ ହେଉଛି। ଯୁଦ୍ଧ କଥା କହୁଥିବା ପାକିସ୍ତାନ ପାଖରେ ମାତ୍ର ୯୬ ଘଣ୍ଟାର ଗୁଳି...