ଫେଷ୍ଟିଭାଲ୍ ସେଲ୍ ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି ଇ-କମର୍ସ କମ୍ପାନୀ: ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର ନୂଆଦିଲ୍ଲୀ,୧୧ା୧୦: ଚଳିତ ପାର୍ବଣ ଋତୁରେ ଅନଲାଇନ୍ ରିଟେଲର ବା ଇ-କମର୍ସ କମ୍ପାନୀମାନେ ଖୋଲାଖୋଲି ସରକାରଙ୍କ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାହକମାନଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ସରକାର ଇ-କମର୍ସ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବାକୁ ଯୋଜନା...