Tag Archives: ECI

ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୧୦।୧୧: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି...

‘EVMର କାଉଟିଂ ପୂର୍ବରୁ ଶେଷ ହେବ ପୋଷ୍ଟାଲ ବାଲଟର ଗଣତି, କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ECI ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ (ECI) ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପୋଷ୍ଟାଲ ବାଲଟ ଗଣନା ସହିତ ଜଡିତ। କମିଶନ ଏବେ ଘୋଷଣା କରିଛନ୍ତି ଯେ ବିଳମ୍ବ ଏବଂ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ପୋଷ୍ଟାଲ ବାଲଟ...

ରାହୁଲଙ୍କ ଅଭିଯୋଗକୁ ନେଇ ଆସିଲା ECIଙ୍କ ଜବାବ

ନୂଆଦିଲ୍ଲୀ,୭।୬: ରାହୁଲ ଗାନ୍ଧୀ ପୁଣି ଥରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏହି ସମୟରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ...

ନକଲି ଭୋଟର ପରିଚୟପତ୍ର ପ୍ରସଙ୍ଗ: ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ନିର୍ବାଚନ କମିଶନ

କୋଲକାତା,୨ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଦୁଇଟି ରାଜ୍ୟରେ ସମାନ ଭୋଟର ପରିଚୟପତ୍ର ନମ୍ବର ପ୍ରସଙ୍ଗ ଉଠାଇଥିଲେ। ସେ ନିର୍ବାଚନ କମିଶନ ଉପରେ ଭାଜପା ପାଇଁ ନକଲି ଭୋଟର ସୃଷ୍ଟି କରିବାର ଅଭିଯୋଗ ମଧ୍ୟ କରିଥିଲେ। ଏବେ ଏହି...

ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ରାଜନୈତିକ କାର୍ଡ ଖେଳିଛନ୍ତି। ଯେଉଁଥିରେ ସେ କହିଛନ୍ତି, ସେ ଦୁଇ ଦିନ ମଧ୍ୟରେ...

୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର, ୬।୮: ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ଲୋକ ସଭାରେ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଏହାରି ମଧ୍ୟରେ ଗତ ନିର୍ବାଚନରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ ତଥ୍ୟ...

ଭାଷା ଏବଂ ଧର୍ମ ପ୍ରସଙ୍ଗରେ ବୟାନବାଜୀ ନ କରିବାକୁ କଂଗ୍ରେସ-ଭାଜପାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନରେ ​​ନେତାଙ୍କ ପ୍ରଚାର ଏବଂ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି। ନିର୍ବାଚନ ଆୟୋଗ ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିଜ ଦଳର ଷ୍ଟାର...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି । ୨୦୨୩ ବର୍ଷର ରିଟ୍‌ ପିଟିସନ (ସିଭିଲ) ସଂଖ୍ୟା ୪୩୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ...

ଶରଦ ପାୱାର ଗୋଷ୍ଠୀକୁ ମିଳିଲା ନୂଆ ନାଁ

ନୂଆଦିଲ୍ଲୀ,୭।୨: ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାର ଗୋଷ୍ଠୀ ଏକ ନୂଆ ନାମ ପାଇଛି। ଏଣିକି ଶରଦ ପାୱାର ଦଳ ‘ଏନସିପି- ଶରଦ ଚନ୍ଦ୍ର ପାୱାର’ ନାଁରେ ପରିଚିତ ହେବ। ଏହାପୂର୍ବରୁ ଶରଦ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri