earthquake

ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ଭୟରେ ଦୌଡିଲେ ଲୋକେ

ଦୁବାଇ,୨୫।୨: ସକାଳୁ ସକାଳୁ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ଉତ୍ତର ସୁଲାୱେସି ପ୍ରଦେଶର ଉପକୂଳରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କରିବା ମାତ୍ରେ…

11 months ago

ହଠାତ୍‌ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସିମୁଳିଆ, ଔପଦା, ସୋର, ଖଇରା, ବାହାନଗା, ରେମୁଣା, ନୀଳଗିରି ସମେତ ବାଲେଶ୍ୱର…

11 months ago

ରାଜଧାନୀରେ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ନୂଆଦିଲ୍ଲୀ,୧୭ା୨: ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା…

11 months ago

ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା

ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ କରିଛି…

1 year ago

କାଲିଫର୍ନିଆରେ ୭ ତୀବ୍ରତାର ବଡ଼ ଭୁମିକମ୍ପ: ପ୍ରଥମେ ସୁନାମି ଚେତାବନୀ ଜାରି ପୁଣି ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୬।୧୨: ଗୁରୁବାର ଆମେରିକାର ଉତ୍ତର କାଲିଫର୍ନିଆରେ ବଡ ଧରଣର ଭୂମିକମ୍ପ ହୋଇଛି। ଏହାପରେ ଅଧିକାରୀମାନେ ପ୍ରଥମେ ସୁନାମି ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହାକୁ…

1 year ago

ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍‌କା, ଥରିଲା ଏସବୁ ଅଞ୍ଚଳ

ଭୁବନେଶ୍ୱର,୩।୧୧: ରାଜଧାନୀରେ ଭୂମିକମ୍ପ। ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ…

1 year ago

୨ ମିନିଟ୍‌ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି

ଟୋକିଓ,୮ା୮: ଜାପାନରେ ଦୁଇ ମିନିଟ୍‌ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ…

1 year ago

ଭୟରେ ଥରିଲେ ଜାପାନ ବାସିନ୍ଦା

ନୂଆଦିଲ୍ଲୀ, ୩।୬: ଜାପାନରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଜାପନର ମଧ୍ୟ ଅଞ୍ଚଳରେ ଏହି…

2 years ago

ଥରିଲା ମ୍ୟାନ୍‌ମାର, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା…

ମ୍ୟାନ୍‌ମାର,୨୯ା୫: ବୁଧବାର ମ୍ୟାନ୍‌ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୬ ମାପ…

2 years ago

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର ୫୦୬…

2 years ago

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ ସମୟ…

2 years ago

ପୁଣି ଥରିଲା ରାଜଧାନୀ

ନୂଆଦିଲ୍ଲୀ,୧୧ା୧: ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା।…

2 years ago