ଭୂକମ୍ପ-ସୁନାମି ପୂର୍ବରୁ କାହିଁକି ଅସ୍ଥିର ହୁଅନ୍ତି ପ୍ରାଣୀ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୂଆଦିଲ୍ଲୀ,୩୦।୭: ରୁଷିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ, ଜାପାନ ଏବଂ ଆମେରିକାର ସମୁଦ୍ର ଉପକୂଳରେ ସୁନାମିର ବଡ଼ ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି, ସମ୍ପୃକ୍ତ ଦେଶଗୁଡ଼ିକ ଉପକୂଳ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛନ୍ତି ଯାହା ଦ୍ୱାରା...