ମୋଦି-ଶାହାଙ୍କ ଦଶହରା ଉତ୍ସବ କାର୍ଯ୍ୟକ୍ରମ ହଠାତ୍ ବାତିଲ, ଜାଣନ୍ତୁ କାହିଁକି ନିଆଗଲା ଏଭଳି ନିଷ୍ପତ୍ତି? ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦଶହରା ଉତ୍ସବକୁ ସ୍ଥଗିତ ରଖିଛନ୍ତି। ସେ ଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ଏକ୍ସଟେନ୍ସନ ରାମଲୀଳାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରବଳ ବର୍ଷା ଯୋଗୁ ତାଙ୍କର କାର୍ଯ୍ୟକ୍ରମ ବାତିଲ ହୋଇଗଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପିତାମପୁରାରେ…