ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଲଗାତାର ୯ଦିନ ଛୁଟି ଘୋଷଣା! ନୂଆଦିଲ୍ଲୀ,୨୧।୮: ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର । ଏଥିସହ କଲେଜରେ ପଢ଼ୁଥିବା ଯୁବପିଢିଙ୍କ ପାଇଁ ଆସିଛି ଏକ ଭଲ ଖବର। ଛୁଟିକୁ ନେଇ ହୋଇଛି ବଡ଼ ଘୋଷଣା । ଏକା ସାଙ୍ଗରେ ୯ ଦିନ ପାଇଁ। ପୂର୍ବରୁ, ଅଗଷ୍ଟ...