କେନ୍ଦ୍ରୀୟ କର୍ମଚାରୀଙ୍କ DA ୩ ପ୍ରତିଶତ ବୃଦ୍ଧି: ପିଛିଲା ଭାବେ ୧ ଜୁଲାଇରୁ ଲାଗୁ ହେବ ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି।...