ଭସାଣରେ ଗୋଷ୍ଠୀ ସଂଘର୍ଷ: ଢେଲାପଥର ମାଡ଼ରେ ଡିସିପିଙ୍କ ଆଖି ଫାଟିଲା, ଅଟକିଲା ମେଢ଼ କଟକ,୪ା୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ...