ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡଚ କମ୍ପାନୀ ଅଧିକାରୀ, କହିଲେ,‘ୟୁରୋପୀୟ ନେତାମାନଙ୍କୁ ଭେଟିବା କଷ୍ଟକର, କିନ୍ତୁ…’ ଲଣ୍ଡନ,୩।୧୦: ଡଚ ସେମିକଣ୍ଡକ୍ଟର ଜାଏଣ୍ଟ ASML ପାଇଁ ଗ୍ଲୋବାଲ ପବ୍ଲିକ ରିଲେସନ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଫ୍ରାଙ୍କ ହିମକର୍କ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ASMLର CEO ସମ୍ପ୍ରତି ପ୍ରଧାନମନ୍ତ୍ରୀ…