ଅମରପାଲି,୧୦ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ଼ ଗ୍ରାମର ଶତାଧିକ ମହିଳା ଜଣେ ମଦ୍ୟପଙ୍କ ବିରୋଧରେ ଅଭିଯୋଗ କରି ଥାନାର ଦ୍ବାରସ୍ଥ…