ନିଶାରେ ତିରୁପତି ମନ୍ଦିର ଉପରକୁ ଚଢ଼ିଗଲେ ବ୍ୟକ୍ତି, କହିଲେ ମଦ ନଦେଲେ… ନୂଆଦିଲ୍ଲୀ,୩।୧: ଆନ୍ଧ୍ରପ୍ରଦେଶର ତିରୁପତି ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସହରରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିରର ଗୋପୁରମ ଶିଖର ଉପରେ ଜଣେ ଯୁବକ ଚଢ଼ି ଆତଙ୍କ ଖେଳାଇଥିଲେ । ମନ୍ଦିର ବନ୍ଦ ହେବାର କିଛି ସମୟ…