ଆନ୍ଧ୍ରପ୍ରଦେଶ୍ ବସ୍ ଦୁର୍ଘଟଣା: ବାଇକ୍ ଚାଳକଙ୍କ ବିରୋଧରେ ବେପରୁଆ ଡ୍ରାଇଭିଂ ପାଇଁ FIR କୁର୍ଣ୍ଣୁଲ୍,୨୬ା୧୦: କୁର୍ଣ୍ଣୁଲ୍ ଠାରେ ଘଟିଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଉକ୍ତ ଦୁର୍ଘଟଣାର କିଛି ସମୟ ପୂର୍ବରୁ ପ୍ରାଣ ହରାଇଥିବା ବାଇକ୍ ଚାଳକ ଶିବଶଙ୍କରଙ୍କ ବିରୋଧରେ ପୋଲିସ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ କରିଛି। ଏହି…