ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା… ଶଜନାଶାଗ ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ତେବେ ଜାଣନ୍ତିକି ଏହାକୁ ଖାଇବା ସହ ବ୍ୟବହାରକଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ… – ଶଜନାଶାଗ ପେଷ୍ଟ ଲଗାଇଲେ ଡାର୍କ ସ୍କିନ୍ ଟୋନ୍ ଲାଇଟ୍ ହୋଇଥାଏ। ଏହା ସ୍କିନ୍କୁ ସ୍ପଟ୍ଲେସ୍...