Tag Archives: drugs

ସମୁଦ୍ରରେ ଚାଲୁଥିଲା ନିଶାର ଭୟଙ୍କର ଖେଳ! ୧୮୦୦ କୋଟିର ମାଲ ଦେଖି ଚମକି ପଡିଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୧୪।୪: ଭାରତର ଯୁବ ପିଢ଼ି ଏବଂ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଦେଶର ଶତ୍ରୁମାନେ ନିରନ୍ତର ଅନେକ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଏହି ଷଡ଼ଯନ୍ତ୍ରଗୁଡ଼ିକରେ ନାର୍କୋଟିକ୍ସ କିମ୍ବା ଡ୍ରଗ୍ସର ଚୋରା ଚାଲାଣ ସମେତ ବିଭିନ୍ନ କାର୍ଯ୍ୟକଳାପ ଜଡିତ। ଭାରତୀୟ...

ମହଙ୍ଗା ହେବ ସରକାରୀ-ନିୟନ୍ତ୍ରିତ କର୍କଟ, ହୃଦଘାତ, ମଧୁମେହ ଔଷଧ: ସୂତ୍ର

ନୂଆଦିଲ୍ଲୀ,୨୭।୩: କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି। ଏହି ଔଷଧଗୁଡ଼ିକର ଆଶା କରାଯାଇଥିବା...

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ। କର୍ନାଟକରେ ଏହା ସର୍ବାଧିକ ଡ୍ରଗ୍ସ ଜବତ ବୋଲି ପୋଲିସ କହିଛି। ଗିରଫ ମହିଳା...

ମୋ ବାପା ପଇସାରେ ମୁଁ ନିଶା ଖାଉଛି

ଭୁବନେଶ୍ବର,୧।୯: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ବସିଛନ୍ତି ନିଶା ଦ୍ରବ୍ୟ ବେପାରୀ। ରାତି ଦିନ କିଛି ମାନୁ ନାହାନ୍ତି। ସୁନ୍ଦରୀ ତରୁଣୀଙ୍କୁ ଲଗାଇ ଛାତ୍ର, ଯୁବବର୍ଗଙ୍କୁ କରୁଛନ୍ତି ଟାର୍ଗେଟ। ଏହିଭଳି ରବିବାର ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳର ସବାର ସହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri