ଟ୍ରମ୍ପ ନେଲେ ବଡ଼ ଆକ୍ସନ, ଏଣିକି ମହଙ୍ଗା ହେବ ମଦ, ଭାରତୀୟଙ୍କୁ ଉପରେ ପଡିବ ବେଶୀ ପ୍ରଭାବ! ଓ୍ବାଶିଂଟନ୍,୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିଛନ୍ତି। ଏହି ଶୁଳ୍କ ପରେ, ଅନେକ ବିଦେଶୀ ମଦର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ତେବେ ଆସନ୍ତୁ...