ଗୌତମ ଗମ୍ଭୀରଙ୍କୁ ବାଦ୍ ଦେବାକୁ ବିସିସିଆଇକୁ ପରାମର୍ଶ ଦେଲେ ପୂର୍ବତନ ଖେଳାଳି ମୁମ୍ବାଇ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ଶୋଚନୀୟ ପରାଜୟ ପରେ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ ଭାରତୀୟ କ୍ରିକେଟ୍...