‘ପ୍ରଧାନମନ୍ତ୍ରୀ ସବୁଠାରୁ ବଡ ଡ୍ରାମେବାଜ’, ମୋଦିଙ୍କ ବୟାନକୁ ନେଇ ଖପ୍ପା କଂଗ୍ରେସ ନୂଆଦିଲ୍ଲୀ,୧।୧୨: କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀଙ୍କ ବୟାନର ପ୍ରତିଶୋଧ ନେଇ ତାଙ୍କୁ ସବୁଠାରୁ ବଡ଼ ଡ୍ରାମେବାଜ ବୋଲି କହିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ପରେ କଂଗ୍ରେସ ଦଳର ଏହି...