ଡ୍ରେନେଜ ବ୍ୟବସ୍ଥା ଢିଲା, ନିଷ୍କାସନ ହୋଇପାରୁନି ବର୍ଷାଜଳ ଗଞ୍ଜାମ,୧୧ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ହେବ ଗଞ୍ଜାମ ଏନ୍ଏସିରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଯାହା ଫଳରେ ବର୍ଷାଦିନ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ। ବିଭିନ୍ନ ଓ୍ବାର୍ଡର ଡ୍ରେନେଜଗୁଡ଼ିକ ଠିକ୍ ନ ଥିବା ଯୋଗୁ...