ପୁଣି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ପେଶାଓ୍ବର ଯାଉଥିବା ଟ୍ରେନରେ ବିସ୍ଫୋରଣ ପେଶାଓ୍ବର,୧୦।୮: ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ହଠାତ ବିସ୍ଫୋରଣ ଯୋଗୁ ଟ୍ରେନର ପାଞ୍ଚଟି ବଗି…