ଦିଲ୍ଲୀ ବିସ୍ଫୋରଣ: i20 ଚଳାଉଥିଲେ ଡାକ୍ତର ଉମର, DNA ଟେଷ୍ଟରୁ ଜଣାପଡ଼ିଲା ସତ ନୂଆଦିଲ୍ଲୀ,୧୩। ୧୧: ଗତ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ i20 କାରରେ ହୋଇଥିବା ବିସ୍ଫୋରଣରେ ଉମର ମହମ୍ମଦ ନାମକ ଜଣେ ଡାକ୍ତର ହିଁ ଗାଡ଼ି ଚଳାଉଥିଲେ ବୋଲି DNA ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ସୂତ୍ରରୁ ଏହି ଖବର ଜଣାପଡିଛି। ଏହି ବିସ୍ଫୋରଣରେ…