Tag Archives: dowry

ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…

ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍‌ କରି…

ଏହି କାରଣ ପାଇଁ ସ୍ତ୍ରୀଙ୍କୁ ମାରିଦେଲେ, ସ୍ବାମୀଙ୍କ ସହ ବନ୍ଧା ହେଲେ …

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଢୋଲତୈଲା ଗ୍ରାମର ଶଶି ଗଡତିଆଙ୍କ ସ୍ତ୍ରୀ ନଳିନୀ ସୁହୁଳାଙ୍କୁ ଯୌତୁକ ଜନିତ ହତ୍ୟା ଘଟଣାରେ ସାମିଲ ଥିବା ଆଉ ୩ ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଛି।…

ଯୌତୁକ ପାଇଁ ବୋହୂଙ୍କୁ ମାଡ଼: ଶାଶୁଘର ଲୋକଙ୍କ ନାଁରେ ମାମଲା

ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁମାରଡ଼ା ଗ୍ରାମର ଶିକ୍ଷକ ସନ୍ତୋଷ ଓରଫ ଦେବୀ ପ୍ରସାଦ ପଟ୍ଟନାୟକ ତାଙ୍କ ସ୍ତ୍ରୀ ସାଲୋନିଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଲୋନି…

ଯୌତୁକ ଦାବି ଅସହ୍ୟ ହେବାରୁ ଶେଷରେ ଜୀବନ ହାରିଲେ ଇଞ୍ଜିନିୟର ପତ୍ନୀ

ବେଙ୍ଗାଲୁରୁ,୨୯।୮: ମଙ୍ଗଳବାର ରାତିରେ କର୍ନାଟକର ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେପାଲ୍ୟାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ, ୨୭ ବର୍ଷୀୟା ଟେକ୍ନିସିଆନ ଶିଳ୍ପା ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଯୌତୁକ ପାଇଁ ନିରନ୍ତର ନିର୍ଯାତନା ଯୋଗୁ ଶିଳ୍ପା ଆତ୍ମହତ୍ୟା କରିଥିବା ତାଙ୍କ…

ନିଜକୁ SDM କହି ନେଇଥିଲେ ମୋଟା ଅଙ୍କର ଯୌତୁକ, ଦ୍ୱିତୀୟ ବିବାହ କରିବା ସମୟରେ ଏମିତି ପଡ଼ିଲେ ଧରା, ସ୍ତ୍ରୀ କହିଲେ…

ଲକ୍ଷ୍ନୌ,୧୦ା୮: ଉତ୍ତରପ୍ରଦେଶର ଗାଜିପୁରର ଶାଦିୟାବାଦ ଥାନାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଥାନାରେ କହିଥିଲେ ଯେ, ପ୍ରଥମେ ତାଙ୍କ ସ୍ବାମୀ ତାଙ୍କୁ ମିଛରେ କହିଥିଲେ ଯେ, ସେ ଜଣେ SDM। ଏପରି କହି ଯୌତୁକ…

ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ ଶିକ୍ଷକ ସ୍ବାମୀ

ବାସୁଦେବପୁର,୩ା୭(କାଳୀପଦ ରାୟ): ଅଧିକ ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଇଛନ୍ତି ସ୍ବାମୀ। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ଅଧୀନ ୨୧ ନମ୍ବର ଓ୍ବାର୍ଡର ଜଣେ ଶିକ୍ଷକ। କରଞ୍ଜଡ଼ିଆ ଗ୍ରାମର ବିଷ୍ଣୁପ୍ରିୟା ମଳିକଙ୍କୁ ୨୦୨୩ରେ ବିବାହ କରିଥିଲେ…

ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ…

ଧର୍ମଶାଳା,୧୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର କଣ୍ଟାବଣିଆଁ ସଂଖ୍ୟାଲଘୁ ସାହିରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚହଟା ମୁସଲମାନ ସାହିର ମହମ୍ମଦ ସବିରଙ୍କ ଝିଅ ଆରଜୁ ବାନୁ ଚାରିବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri