ଭାରତୀୟଙ୍କୁ ଆମେରିକାରୁ ବିଦା କରିବାକୁ ଅପିଲ କଲେ ଏହି ଆମେରିକୀୟ ନେତା, ହେଉଛି ବଡ଼ ଚର୍ଚ୍ଚା
ଓ୍ବାଶିଂଟନ,୧୯।୧୦: ଆମେରିକାରେ ରହୁଥିବା ଭାରତୀୟଙ୍କ ବିଷୟରେ ମନ୍ତବ୍ୟ ପାଇଁ ଫ୍ଲୋରିଡା ଷ୍ଟେଟ ସେନେଟର ଚାଣ୍ଡଲର ଲାଙ୍ଗେଭିନ କଠୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଭାରତୀୟଙ୍କୁ ଦେଶାନ୍ତର କରିବା ବିଷୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଶନିବାର (ଅକ୍ଟୋବର ୧୮) ଦିନ ସିଟି...
ଟ୍ରମ୍ପଙ୍କ ପୁଟିନ ପ୍ରେମ! ଜେଲନସ୍କିଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ, ଏହା କେମିତିକା ଖେଳ ଜାଣନ୍ତୁ
ଓ୍ବାଶିଂଟନ,୧୬।୧୦: ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତିଙ୍କ ମନରେ କ’ଣ ଚାଲିଛି ତାହା ବୁଝିବାକୁ ଚେଷ୍ଟା କରୁଛି, ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ… କାରଣ ରୁଷିଆ-ୟୁକ୍ରେନ ବିବାଦ ଉପରେ ତାଙ୍କର ନିରନ୍ତର ପରିବର୍ତ୍ତନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଗୋଟିଏ ପଟେ, ସେ...
‘ପାକିସ୍ତାନଠାରୁ ଲାଞ୍ଚ ନେଇ ଭାରତ ସହ ସମ୍ପର୍କ ବିଗାଡିଲେ ଟ୍ରମ୍ପ’, ଏମିତି ବୟାନ ଦେଇ ଚମକାଇ ଦେଲେ ପୂର୍ବତନ ରାଷ୍ଟ୍ରଦୂତ
ଓ୍ବାଶିଂଟନ,୧୬।୧୦: ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଚିଫ ଅଫ ଷ୍ଟାଫ ଏବଂ ଜାପାନରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ରାହମ ଇମାନୁଏଲ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଗୁରୁବାର (ଅକ୍ଟୋବର ୧୬) କହିଛନ୍ତି ଯେ ଟ୍ରମ୍ପ...
ନେତାନ୍ୟାହୁଙ୍କ ସ୍ବାଗତରେ ଗଦଗଦ ହେଲେ ଟ୍ରମ୍ପ, କାହିଁକି ଟ୍ରମ୍ପଙ୍କୁ ଏମିତି ସ୍ବାଗତ କଲେ ନେତାନ୍ୟାହୁ? ଜାଣନ୍ତୁ…
ଇସ୍ରାଏଲ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ...
ଟ୍ରମ୍ପଙ୍କ ବୟସଠାରୁ ୧୪ ବର୍ଷ ସାନ ତାଙ୍କ ହାର୍ଟ, ଜାଣନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ଅପଡେଟ୍ସ
ଓ୍ବାଶିଂଟନ,୧୧।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ବହୁତ ଦିନ ଧରି ଖବରରେ ଅଛନ୍ତି। ତାଙ୍କ ସ୍ବସ୍ଥ୍ୟାବସ୍ଥାକୁ ନେଇ ନିରନ୍ତର ପ୍ରଶ୍ନ ଉଠିଛି। ୭୯ ବର୍ଷୀୟ ଟ୍ରମ୍ପଙ୍କର ସମ୍ପ୍ରତି ଏକ ମେଡିକାଲ ଚେକଅପ ହୋଇଥିଲା, ଯାହା...
Nobel Peace Prize 2025: କାହିଁକି ଟ୍ରମ୍ପଙ୍କୁ ମିଳିଲା ନାହିଁ ନୋବେଲ ଶାନ୍ତି ପୁରସ୍କାର, ଜଣାପଡିଲା ଅସଲ କାରଣ
ଷ୍ଟକହୋମ,୧୦।୧୦: ଚଳିତ ବର୍ଷ, ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାରିପାଖରେ ଘୂରି ବୁଲୁଛି, ହେଲେ ସେ ନିରାଶ ହୋଇଛନ୍ତି। ଟ୍ରମ୍ପ ନିଜକୁ ଏହି ପୁରସ୍କାର ପାଇଁ ଉପଯୁକ୍ତ ପ୍ରାର୍ଥୀ...
‘ଆଇରନ ଲେଡି’ ମାରିୟା କୋରିନାଙ୍କୁ ମିଳିଲା ଶାନ୍ତି ପାଇଁ ନୋବେଲ ପୁରସ୍କାର, ଏବେ ଭାଇରାଲ ହେଉଛି ଟ୍ରମ୍ପଙ୍କ ପୋଷ୍ଟ
ଷ୍ଟକହୋମ,୧୦।୧୦: ନରୱେଜିଆନ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି। ମାଚାଡୋ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ପୁରୁଣା ବୟାନ ଭାଇରାଲ ହେଉଛି। ଜାନୁଆରୀ ୨୦୨୫ରେ ଟ୍ରମ୍ପ...
ଏମିତି ଭାବେ ପୁରସ୍କାର ମାଗୁଛନ୍ତି ଟ୍ରମ୍ପ! ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ମୁଁ…
ଓ୍ବାଶିଂଟନ,୧୦।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ଚାହୁଁଛନ୍ତି। ସେ ଏହା ଅନେକ ଥର ସ୍ବୀକାର କରିଛନ୍ତି। ଗୁରୁବାର ସେ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଏହି...
‘ଦି ପିସ୍ ପ୍ରେସିଡେଣ୍ଟ’… ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଟ୍ରମ୍ପଙ୍କୁ କିଏ ଦେଲେ ଏମିତି ଉପାଧି? ଜାଣନ୍ତୁ…
ଓ୍ବାଶିଂଟନ,୯।୧୦: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣାର ଧାରା ଜାରି ରହିଛି। ଏହି ସମୟରେ, ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଘୋଷଣାର ମାତ୍ର ଗୋଟିଏ ଦିନ ପୂର୍ବରୁ, ଆମେରିକାର ହ୍ବାଇଟ ହାଉସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ଦି ପିସ...
ଟ୍ରମ୍ପଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁଟିନ, କହିଲେ ଭାରତକୁ ମନା କରୁଛନ୍ତି ହେଲେ ନିଜେ ଆମଠାରୁ…
ମସ୍କୋ,୩।୧୦: ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଆମେରିକାକୁ ‘ଡବଲ ଷ୍ଟାଣ୍ଡାର୍ଡ’ ବୋଲି ଅଭିଯୋଗ କରିଛନ୍ତି।...
ଏମିତି କ’ଣ କହିଲେ ଶେହବାଜ-ମୁନିର ଯେ ଖୁସିରେ ଆତ୍ମହରା ହୋଇ ପଡିଲେ ଟ୍ରମ୍ପ, ଜାଣନ୍ତୁ କିଛି ଭିତିରି କଥା
ଓ୍ବାଶିଂଟନ,୩୦।୯: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଗାଜାରେ ଶାନ୍ତି ବିଷୟରେ ନିରନ୍ତର କଥା କହୁଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇନାହାଁନ୍ତି। ଟ୍ରମ୍ପ ଗାଜାରେ ରିଅଲ ଇଷ୍ଟେଟ ବ୍ୟବସାୟ ବିଷୟରେ...
ଟ୍ରମ୍ପ୍ଙ୍କ ଶାନ୍ତି ପ୍ରସ୍ତାବରେ ନେତାନ୍ୟାହୁ ରାଜି
ଓ୍ବାଶିଂଟନ୍, ୩୦ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ହ୍ବାଇଟହାଉସରେ ପରସ୍ପରକୁ ଭେଟିଛନ୍ତି। ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଏହା ନେତାନ୍ୟାହୁଙ୍କ ଚତୁର୍ଥ ଆମେରିକା ଗସ୍ତ। ଏହି ଅବସରରେ ଗାଜାରେ...
Archives


