Trump-Zelensky Clash: ଟ୍ରମ୍ପଙ୍କ ସହ ଝଗଡା ପରେ ମୁହଁ ଖୋଲିଲେ ଜେଲେନସ୍କି, କହିଲେ ଏମିତି ହେଲେ… ଓ୍ବାଶିଂଟନ,୩।୧: ହ୍ବାଇଟ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଜେଲେନସ୍କିଙ୍କୁ ସମ୍ମାନ ଦେଉ ନ ଥିବା ଅଭିଯୋଗ ହୋଇଛି।...