Tag Archives: Donald Trump News

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ ଏବଂ ପୁନଃ ଖୋଲିବାରେ ସାହାଯ୍ୟ କରିବା ପାଇଁ ସେ ଯୁଦ୍ଧଜାହାଜ ପଠାଇବାକୁ ଅନୁରୋଧ…

ଭାରତ-ଚାଇନା ମିଶି ନେଲେ ବଡ଼ ନିଷ୍ପତ୍ତି: ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନୀତି କେବଳ ସାରା ବିଶ୍ୱରେ ବ୍ୟବସାୟକୁ ପ୍ରଭାବିତ କରିନାହିଁ, ବରଂ ଏସିଆର ଭିନ୍ନ ଭିନ୍ନ ମେରୁରେ ଠିଆ ହୋଇଥିବା ଦୁଇଟି ବଡ଼ ଦେଶ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ମଧ୍ୟ ଉନ୍ନତ…

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ… 

ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି କରାଯାଇଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟସୂଚୀରେ କୁହାଯାଇଛି ଯେ, ସେ ଆଜି କ୍ୟାବିନେଟ ରୁମରେ ପାକିସ୍ତାନୀ…

ପୁଟିନଙ୍କ ଉପରେ ରାଗିକି ନିଆଁବାଣ ଟ୍ରମ୍ପ: କହିଲେ, ସେ ଜଣେ ପାଗଳ

ଓ୍ବାଶିଂଟନ,୨୬।୫:ରୁଷିଆ ପୁଣି ଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣରେ ଏହା ମିଶାଇଲ୍‌ ଏବଂ ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଛି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି…

ଡୋନାଲ୍ଡ ଟ୍ରମ୍ପଙ୍କୁ ପାନେ ଦେଲେ Apple CEO! ମନା ସତ୍ତ୍ୱେ ଭାରତରେ କଲେ ବଡ଼ ନିବେଶ

ଓ୍ବାଶିଂଟନ,୨୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ମାନିଲେନି Apple CEO। ନିକଟରେ ଟ୍ରମ୍ପ ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ମନା କରିଥିଲେ। କିନ୍ତୁ କମ୍ପାନୀ ଭାରତରେ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛି। ଆପଲର ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ Foxconn ଭାରତରେ…

‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ

ଓ୍ବାଶିଂଟନ୍‌, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’…

ଭାରତକୁ ବଡ଼ ଅଫର୍‌ ଦେଲା ଆମେରିକା: ଟ୍ରମ୍ପ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୧୫।୫: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରିଥିଲେ। ଟ୍ରମ୍ପ ଏବେ ଆଉ ଏକ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଆମେରିକାକୁ ଏକ ଜିରୋ…

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାଇନା ଏବେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଦେବାକୁ ପଡ଼ିବ।…

Trump-Zelensky Clash: ଟ୍ରମ୍ପଙ୍କ ସହ ଝଗଡା ପରେ ମୁହଁ ଖୋଲିଲେ ଜେଲେନସ୍କି, କହିଲେ ଏମିତି ହେଲେ…

ଓ୍ବାଶିଂଟନ,୩।୧: ହ୍ବାଇଟ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଜେଲେନସ୍କିଙ୍କୁ ସମ୍ମାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଟ୍ରମ୍ପଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?