ଓଡ଼ିଶାରେ ହୋଲି ୨୦୨୫ ତାରିଖ: ସରକାରୀ କ୍ୟାଲେଣ୍ଡର ଅନୁସାରେ ହୋଲି, ଦୋଳ ପୂର୍ଣ୍ଣିମା ତାରିଖ ଜାଣନ୍ତୁ ଭୁବନେଶ୍ୱର,୧୦।୩: ସରକାରୀ କ୍ୟାଲେଣ୍ଡର ଅନୁସାରେ ସମଗ୍ର ଓଡ଼ିଶାରେ ହୋଲି ପର୍ବ ମାର୍ଚ୍ଚ ୧୫, ୨୦୨୫ (ଶନିବାର) ପାଳନ କରାଯିବ। ହୋଲିର ଗୋଟିଏ ଦିନ ପୂର୍ବରୁ, ମାର୍ଚ୍ଚ ୧୪, ୨୦୨୫ (ଶୁକ୍ରବାର) ରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ। ରଙ୍ଗର ପର୍ବ...