ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ଦୁବଇ, ଦୋହା, ରିୟାଦ…, ମିଡଲ ଇଷ୍ଟର ସମସ୍ତ ବିମାନ ରଦ୍ଦ ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେଶନ ରୋରିଂ ଲାୟନ ଆରମ୍ଭ କରିଛି ଏବଂ ଆମେରିକା ସହିତ ମିଶି ଆକ୍ରମଣ କରୁଛି। ଇରାନ ମଧ୍ୟ ଏହାର ପ୍ରତିଶୋଧ ନେଉଛି। ଏହା ମଧ୍ୟରେ, ଅନେକ ଦେଶ…