ଛାତିଥରା…ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ୫ ଶହ କୁକୁରଙ୍କୁ ହତ୍ୟା, ଇଞ୍ଜେକ୍ସନ…. ନୂଆଦିଲ୍ଲୀ,୧୪।୧: ତେଲେଙ୍ଗାନାରେ କୁକୁର ହତ୍ୟା ଘଟଣା ବର୍ତ୍ତମାନ ଉଗ୍ରରୂପ ନେଇଛି । ତେଲେଙ୍ଗାନା ପୋଲିସ ବୁଲା କୁକୁରଙ୍କ ଗଣହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି । ହନମକୋଣ୍ଡା ଏବଂ କାମାରେଡ୍ଡି ଜିଲାର ସାତ ଜଣ ଗ୍ରାମ ମୁଖିଆଙ୍କ ସମେତ ୧୫ ଜଣଙ୍କ…