କୁକୁର କାମୁଡ଼ାରେ ୧୫ରୁ ଊର୍ଦ୍ଧ୍ୱ ଆହତ, ଏମାନଙ୍କ ମଧ୍ୟରେ ଅଛନ୍ତି…
ରାଇକିଆ,୬ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ବିଭିନ୍ନ ସ୍ଥାନରେ କୁକୁର କାମୁଡ଼ାରେ ଶୁକ୍ରବାର ୧୫ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଆହତମାନଙ୍କ ମଧ୍ୟରେ ଏକାଧିକ ଶିଶୁ ଓ ମହିଳା ରହିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଜଣଙ୍କୁ…
ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା
ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପାଗଳ କୁକୁରଟି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଥିବାରୁ…
‘ପ୍ରତ୍ୟେକ କୁକୁର କାମୁଡ଼ା ପାଇଁ କ୍ଷତିପୂରଣ ନିର୍ଦ୍ଦେଶ ଦିଆଯିବ’, ବୁଲା କୁକୁର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩।୧: ଜାନୁଆରୀ ୧୩, ୨୦୨୬ରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ କଡ଼ା ଶବ୍ଦରେ କହିଥିଲେ, ‘ଆମେ ସରକାରଙ୍କୁ ପ୍ରତ୍ୟେକ କୁକୁର କାମୁଡ଼ା ଘଟଣା ପାଇଁ ଯଥେଷ୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବୁ। ଯେଉଁମାନେ କୁକୁରମାନଙ୍କୁ ଖାଦ୍ୟ ଦିଅନ୍ତି…
ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଗଲା କୁକୁର ଅଇଁଠା! ୭୮ ପିଲାଙ୍କୁ ଦିଆଗଲା ଆଣ୍ଟି ରାବିଜ ଇଞ୍ଜେକ୍ସନ
ରାଞ୍ଚି,୩।୮: ଛତିଶଗଡ଼ର ବାଲୋଦାବଜାର ଜିଲାର ଏକ ସରକାରୀ ସ୍କୁଲର ପିଲାମାନଙ୍କୁ କୁକୁରର ବଳକା ଖାଦ୍ୟ ଖାଇବାକୁ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ପାଲାରି ବ୍ଲକର ଲଛନପୁର ଗାଁର ସରକାରୀ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ପିଲାମାନେ କହିଛନ୍ତି ଯେ ସ୍କୁଲରେ ମଧ୍ୟାହ୍ନ…
ଖଟ ଉପରେ ଶୋଇଥିଲେ ବୃଦ୍ଧା, ଘରେ ପଶି ଝୁଣି ମାରିଦେଲା କୁକୁର
ଭୋଗରାଇ,୧୪ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜୟରାମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ୬୫ ବର୍ଷୀୟା ରୋଗାଗ୍ରସ୍ତା ବୃଦ୍ଧା ଏକୁଟିଆ ଖଟ ଉପରେ ଶୋଇଥିଲାବେଳେ ଏକ ପାଗଳା କୁକୁର କାନ୍ଥ ଡେଇଁ ଘରେ…
Archives


