ଡାକ୍ତରଙ୍କ କୋଭିଡ୍ କ୍ଷତିପୂରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: “ସମାଜ ଆମକୁ କ୍ଷମା କରିବ ନାହିଁ” ନୂଆଦିଲ୍ଲୀ,୨୮।୧୦: କୋଭିଡ୍ରେ ମୃତ ଘରୋଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ଦାବି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାକ୍ତରଙ୍କ ପାଇଁ ଠିଆ ନହେଲେ ସମାଜ ବିଚାରବିଭାଗକୁ କ୍ଷମା କରିବ ନାହିଁ। ଘରୋଇ ଡାକ୍ତରଙ୍କୁ ଲାଭ...