ଆତ୍ମହତ୍ୟା କଲେ ଏମ୍ସ ଡାକ୍ତର; ସ୍ତ୍ରୀଙ୍କ ସହିତ ଚାଲିଥିଲା ବିବାଦ ନୂଆଦିଲ୍ଲୀ,୧୮।୮: ସମଗ୍ର ଦେଶରେ ଡାକ୍ତର ମାନଙ୍କର ଆନ୍ଦୋଳନ ଚାଲିଥିବା ବେଳେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁସାରେ, ମୃତ ଡାକ୍ତର ଜଣେ ନ୍ୟୁରୋ...