ଓଡ଼ିଶାରେ ୧୭୩୫ ଲୋକଙ୍କ ପାଇଁ ଜଣେ ଡାକ୍ତର, କେମିତି ସୁଧୁରିବ ଚିକିତ୍ସା ବ୍ୟବସ୍ଥା ଭୁବନେଶ୍ୱର,୧୧।୩: ରାଜ୍ୟରେ ସରକାର ଚିକିତ୍ସା ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ସେଭଳି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ...