ଏମିତି ବି ଆସେ ମୃତ୍ୟୁ: ରୋଗୀ ଦେଖୁଦେଖୁ ଚାଲିଗଲା ଡାକ୍ତରଙ୍କ ଜୀବନ ନୀଳଗିରି,୧୬ା୧୧: ଓପିଡିରେ ରୋଗୀ ଦେଖୁଦେଖୁ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ ରୋଗୀ ଦେଖିବା ସମୟରେ ହଠାତ୍ ଛାତିରେ...