ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ: ଡିଏମ୍କେ ନେତାଙ୍କ ବିବାଦୀୟ ବୟାନ ଚେନ୍ନାଇ, ୩।୮: ତାମିଲନାଡ଼ୁରେ ଭଗବାନ ରାମଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ରାଜ୍ୟର ଦ୍ରାବିଡ଼ ମୁନେତ୍ର କଡ଼ଗମ(ଡିଏମ୍କେ) ସରକାରଙ୍କ ପରିବହନ ମନ୍ତ୍ରୀ ଏସ୍. ଏସ୍. ଶିବଶଙ୍କର ସୋମବାର ରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଅରିୟାଲୁରରେ ଚୋଳ ବଂଶର ଶାସକ...