ନୌସେନା ଯବାନଙ୍କ ସହ ଏଥର ଦୀପାବଳି ପାଳିବେ ମୋଦି ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୀପାବଳିରେ ଗୋଆ ଉପକୂଳରେ ଭାରତୀୟ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିବେ। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତର ପ୍ରତିକ୍ରିୟା ଅପରେଶନ ସିନ୍ଦୂରର ସଫଳତାକୁ ଦୀପାବଳି ସହିତ ପାଳନ...