ଚହଲ-ଧନଶ୍ରୀଙ୍କ ହେଲା ବିବାହ ବିଚ୍ଛେଦ, ଜଣା ପଡିଲା କାରଣ ମୁମ୍ବାଇ,୨୧।୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଆନୁଷ୍ଠାନିକ ଭାବରେ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡପତ୍ରର ଖବର ମାସ ମାସ ଧରି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଉଭୟ ଇଣ୍ଟରନେଟରେ ପୋଷ୍ଟ କରି ପରୋକ୍ଷରେ ସୂଚାଇ…