ଦୁର୍ଘଟଣା ଏଡାଇବାକୁ ଏଥର ରିୟାଦ ଡାଇଭର୍ଟ ହେଲା ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ନୂଆଦିଲ୍ଲୀ,୨୩।୬: ବର୍ମିଂହାମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI114 ବିମାନରେ ବୋମା ଥିବା ଖବର ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାଉଦି ଆରବର ରିୟାଦ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା। ଶନିବାର (୨୧ ଜୁନ) ବିମାନଟି ଉଡ଼ାଣ କରିଥିଲା ଏବଂ...